27.1 C
Bhubaneswar
Sunday, July 13, 2025
Homeଓଡିଶାଗଣଦୁଷ୍କର୍ମ ମାମଲା: ୪ ଗିରଫ

ଗଣଦୁଷ୍କର୍ମ ମାମଲା: ୪ ଗିରଫ

ବ୍ରହ୍ମପୁର: ୨ ନାବାଳିକାଙ୍କୁ  ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ୪ ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ । ବିଶାଖା ପାଟଣା ଫେରାର ବେଳେ  ଧରିଲା ପୋଲିସ । ବନ୍ଧୁତା ସ୍ଥାପନ କରି  ବିଶା୍ୱସ ଜନ୍ମାଇ ଏପରି  ଏପରି କରିଥିବା କହିଲେ ଏସପି । ସୂଚନା ଥାଉକି, ଗତକାଲି   ଗୋଳନ୍ଥରା ଥାନା ଅଞ୍ଚଳରେ   ଦୁଇ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ୪ ଯୁବକ ଘରୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଚାରି ଜଣ ଯୁବକ ସଂପୃକ୍ତ ଥିବା ନେଇ  ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ୪ ଅଭିଯୁକ୍ତଙ୍କୁ  ଧରିବାକୁ ପୋଲିସର ବିଭିନ୍ନ ସ୍ଥାନରେ  ଚଢାଉ ଜାରି   ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking