29.1 C
Bhubaneswar
Monday, August 15, 2022
Homeଦେଶ ବିଦେଶଆରବସାଗରରେ ଓଏନଜିସି ହେଲିକପ୍‌ଟର କ୍ରାସରେ ୪ ମୃତ

ଆରବସାଗରରେ ଓଏନଜିସି ହେଲିକପ୍‌ଟର କ୍ରାସରେ ୪ ମୃତ

ନୂଆଦିଲ୍ଲୀ : ଆରବସାଗରରେ ଓଏନଜିସି ହେଲିକପ୍‌ଟର କ୍ରାସରେ ୪ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଓଏନ୍‌ଜିସି କର୍ମଚାରୀ ଓ ଅନ୍ୟ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ । ଆରବସାଗରରେ ଓଏନଜିସି ହେଲିକପ୍‌ଟରର ଜରୁରୀ ଅବତରଣ କରିଥିଲା । ହେଲିକପ୍‌ଟରରେ ପାଇଲଟଙ୍କୁ ମିଶାଇ ଥିଲେ ୯ ଜଣ ସଦସ୍ୟ । ହେଲିକପ୍ଟରରେ ଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲ ଅଣାଯାଇଥିଲା । ହେଲେ ମେଡିକାଲରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଉଦ୍ଧାର କାର୍ଯ୍ୟ ୧ ଘଣ୍ଟା ମଧ୍ୟରେ କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ନୌସେନା ନିୟୋଜିତ ହୋଇଥିଲା । ହେଲେ ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking