ବାଲେଶ୍ୱର: ବ୍ୟାଙ୍କ ଠକେଇ ମାମଲାରେ ପିଏନବିର ପୂର୍ବତନ ମ୍ୟାନେଜର ଗିରଫ ହୋଇଛି । ବାଲେଶ୍ୱର ସର୍କଲ ଅଫିସର ପୂର୍ବତନ ମ୍ୟାାନେଜର ବିନୟ ସୋନକର ଗିରଫ ହୋଇଛନ୍ତି । ଚିଫ ମ୍ୟାନେଜରଙ୍କ ଏତଲା ଆଧାରରେ ପଶ୍ଚିମବଙ୍ଗରୁ ଧରିଲା ଇଓଡବ୍ଲ୍ୟୁ । ଅଧିକ ତଦନ୍ତ ପାଇଁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡିଶା ଆଣୁଛି ପୋଲିସ । ୧ କୋଟି ୨୩ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ହୋଇଛି ।