ଭୁବନେଶ୍ୱର: ଏଆଇସିସି ପକ୍ଷରୁ ଓଡିଶା କଂଗ୍ରେସର ପ୍ରଚାର କମିଟି ଗଠନ କରାଯାଇଛି । ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୫୯ ଜଣ ସ୍ଥାନ ପାଇଛନ୍ତି ।
ଭକ୍ତ ଚରଣ ଦାସ- ଅଧ୍ୟକ୍ଷ
ନବଜ୍ୟୋତି ପଟ୍ଟନାୟକ- ଉପାଧ୍ୟକ୍ଷ
ସୁଧାଂଶୁ ଶେଖର ଦେଓ- ଆବାହକ
ସଭ୍ୟ-
ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କେ.ପି ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ପଞ୍ଚାନନ କାନୁନଗୋ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ହଳଧର କାର୍ଜୀ, ସପ୍ତଗିରି ଉଲ୍ଲାକା, ବିଜୟ କୁମାର ପଟ୍ଟନାୟକ, ନକୁଳ ନାୟକ, ଡ. ହମିଦ ହୁସେନ୍, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ସଦନ ନାଏକ, ମନୋରଞ୍ଜନ ତ୍ରିପାଠୀ, ପଦ୍ମାକର ଗୁରୁ, କୃଷ୍ଣଚନ୍ଦ୍ର ସାଗରିଆ, ଜାକବ ପ୍ରଧାନ, ଡ. ଲିପିକା ମାଝୀ, କୃଷ୍ଣଚନ୍ଦ୍ର ସାହୁ. ଶ୍ରୀମତୀ ବନ୍ଦିତା ପରିଡ଼ା, ମନୋଜ ବିଶ୍ୱାଳ, ଆଡଭୋକେଟ୍ ବିଦୁ ଭୂଷଣ ମହାପାତ୍ର, ପଞ୍ଚାନନ ଦାଶ, ବିସ୍ମୟ ମହାପାତ୍ର, ଶ୍ରୀମତୀ ରଂଜିତା ରାଉତ, ଅଜିତ୍ ଦାସ, ସନ୍ତୋଷ ମାଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଞ୍ଜନ ପାଟ୍ଟଯୋଶୀ, ଅଙ୍କିତ୍ ସିଘାଂଇ, ଶ୍ରୀମତୀ ମନଷା ତ୍ରିପାଠୀ, ବିଷ୍ଣୁ ଚରଣ ବାରିକ, ମହମ୍ମଦ ଆକବର ଖାନ୍, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆଡଭୋକେଟ୍ ଆକାଶ ଭୂୟାଁ, ଶ୍ରୀମତୀ ଗିରିବାଳା ବେହେରା, ଶ୍ରୀମତୀ ସସ୍ମିତା ବେହେରା, ହରେକୃଷ୍ଣ ସାହୁ, ଶ୍ରୀମତୀ ଗୀତାଞ୍ଜଳି ମହନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାଏକ,ଫକିରା ଜଗତ୍ ।