32.1 C
Bhubaneswar
Monday, April 29, 2024
Homeଓଡିଶାସାଂସଦ ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡ଼ୁଆ!

ସାଂସଦ ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡ଼ୁଆ!

କଟକ: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡ଼ୁଆ । ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ମାମଲାରେ ହେଲା ଚାର୍ଜଫ୍ରେମ୍ । କଟକ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହେଲା ଚାର୍ଜଫ୍ରେମ୍ । ଆଇପିସି ଦଫା ୩୪୧, ୩୨୩, ୨୯୪, ୪୫୩, ୫୦୬ରେ ଚାର୍ଜଫ୍ରେମ୍ କରାଯାଇଛି । ୨୦୧୧ ମସିହା ଜାନୁଆରୀ ୨୩ରେ ମାଡ଼ ଅଭିଯୋଗ ହୋଇଥିଲା ।

ତତ୍କାଳୀନ ଏସ୍‌ଆଇ, ବର୍ତ୍ତମାନର ଏସିପି ଅଭିତାଭ ମହାପାତ୍ର ଅଭିଯୋଗ କରିଥିଲେ । ଭର୍ତ୍ତୃହରି ତାଙ୍କୁ ଚାପୁଡ଼ା ମାରିଥିବା ଏତଲା କରିଥିଲେ ୍ୱଅମିତାଭ । ଦରଘାବଜାର ଥାନାରେ ଏତଲା ପରେ ପୋଲିସ ତଦନ୍ତ କରିଥିଲା । ଅଭିଯୋଗ ଓ ଚାର୍ଜଫ୍ରେମ୍ ସମ୍ପର୍କରେ ଭର୍ତ୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking