31.1 C
Bhubaneswar
Saturday, August 8, 2026
Homeଓଡିଶାଚିଙ୍ଗୁଡି ଘେରି ପାଇଁ ବନ୍ୟା: ପ୍ରତାପ ଷଡଙ୍ଗୀ

ଚିଙ୍ଗୁଡି ଘେରି ପାଇଁ ବନ୍ୟା: ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ବନ୍ୟାର କାରଣ କହିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ହଜାର ହଜାର ଚିଙ୍ଗୁଡି ଘେରି ଜଳ ସ୍ରୋତକୁ ଅବରୋଧ କରୁଛି । ଅନେକ ଲୋକ ଏନେଇ ସବୁ ଜାଣି କିଛି କହୁ ନାହାନ୍ତି । କାରଣ ଚିଙ୍ଗୁଡି ଘେରିର ମାଲିକମାନେ ସବୁ ଦଳରେ ଅଛନ୍ତି । ଦରକାର ପଡିଲେ ଚିଙ୍ଗୁଡି ଘେରି କରାଯିବ । ବାଲେଶ୍ୱରରେ ଇଞ୍ଜିନିଅରିଂ ତ୍ରୁଟି କାରଣରୁ ବନ୍ୟା ହେଉଛି । ଯେଉଁଠି ଆବଶ୍ୟକ ସେଠାରେ ପୋଲ କରାଯାଇନାହିଁ । ସମୁଦ୍ର ଜଳସ୍ତର ଓ ନଦୀ ଜଳସ୍ତର ସମାନ ରହିଛି, ଜଳ ପାସ କରୁନାହିଁ । କ୍ରୁତ୍ରିମ ବନ୍ୟା ହେଉଛି, କିଛି ମାତ୍ରାରେ ଲୋକେ ବି ଦାୟୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking