26.1 C
Bhubaneswar
Tuesday, June 10, 2025
Homeଓଡିଶାଆଗ ପ୍ରେମ ତାପରେ ପ୍ରତାରଣା ଆଉ ଏବେ ଧାରଣା

ଆଗ ପ୍ରେମ ତାପରେ ପ୍ରତାରଣା ଆଉ ଏବେ ଧାରଣା

ନବରଙ୍ଗପୁର: ପ୍ରେମ ପ୍ରତାରଣା ଅଭିଯୋଗ କରି ଯୁବତୀଙ୍କ ଧାରଣା । ବୋହୂ ମାନ୍ୟତା ଦାବି ରେ ପ୍ରେମିକ ଘର ସାମ୍ନାରେ ଧାରଣା ଦେଲେ ଯୁବତୀ । ପାପଡାହାଣ୍ଡି ଥାନା ଛତରବର ଗାଁରେ ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି । ଗର୍ଭବତୀ ଥିବା ଯୁବତୀ ଙ୍କୁ ପ୍ରବେଶ ଅନୁମତି ଦେଉ ନାହାନ୍ତି ସମ୍ପୃକ୍ତ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking