39.2 C
Bhubaneswar
Thursday, April 18, 2024
Homeଦେଶ ବିଦେଶଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜା ଙ୍କୁ ଜାମିନ । ସିନା ବୋରାଙ୍କମା ଇନ୍ଦ୍ରାଣୀ ଙ୍କୁ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ । ସାଢେ ୬ ବର୍ଷ କାଳ ଜେଲ ରେରହିବା ପରେ ଜାମିନ ପାଇଲେ ଇନ୍ଦ୍ରାଣୀ । ଝିଅ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ଥିଲେ ମୁଖ୍ୟ ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking