29.1 C
Bhubaneswar
Thursday, April 24, 2025
Homeଓଡିଶାବଢିଲା ଅଗ୍ନିଶମ  କର୍ମଚାରୀଙ୍କ ଭତ୍ତା

ବଢିଲା ଅଗ୍ନିଶମ  କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି ।  ବିଭିନ୍ନ ଭତ୍ତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର ।  ଡାଏଟ ଭତ୍ତା  ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ହୋଇଛି ।  ମୋଟର ସାଇକେଲ ଭତ୍ତା  ୩୦୦ରୁ ୧୦୫୦କୁ ବୃଦ୍ଧି ହୋଇଛି । ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବୃଦ୍ଧି ହୋଇଛି । ରିସ୍କ ଭତ୍ତା  ୪୦୦ରୁ ୧ ହଜାର ଟଙ୍କାକୁ ବୃଦ୍ଧି  କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking