36.7 C
Bhubaneswar
Wednesday, June 17, 2026
Homeଦେଶ ବିଦେଶଆମେରିକୀୟ ସୈନ୍ୟ ବିମାନ C-17 ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା

ଆମେରିକୀୟ ସୈନ୍ୟ ବିମାନ C-17 ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ : ପ୍ରାୟ ଛଅ ଘଣ୍ଟା ପୂର୍ବରୁ ଆମେରିକାରର ଟେକ୍ସାସରୁ ଉଡ଼ାଣ ଭରୁଥିବା ଏକ ଆମେରିକୀୟ ସାମରିକ ବିମାନଟି ପ୍ରାୟ ୨୦୫ ଜଣ ଭାରତୀୟ ନାଗରିକଙ୍କୁ ଧରି ଭାରତ ଫେରୁଛି। ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ ନିର୍ବାସିତ ଭାରତୀୟ ନାଗରିକଙ୍କୁ ଯାଞ୍ଚ କରାଯାଇଛି। ସି-୧୭ ଆମେରିକୀୟ ସାମରିକ ବିମାନ ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣୁଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଆମେରିକା ଯିବେ ବୋଲି ରିପୋର୍ଟ ମଧ୍ୟରେ ଅବୈଧ ଭାରତୀୟ ନାଗରିକଙ୍କୁ ଦେଶାନ୍ତରର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking