27.1 C
Bhubaneswar
Sunday, September 8, 2024
Homeଓଡିଶାଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର

ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍‌ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର । ଏସ୍‌ମା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବିଜ୍ଞପ୍ତି । ବିଭିନ୍ନ ଦାବିରେ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଭିଜିଲାନ୍ସ ହାତରେ ରାଜସ୍ବ ସହାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking