31.1 C
Bhubaneswar
Thursday, April 16, 2026
Homeଓଡିଶାଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ନାଁରେ ଏଫଆଇଆର

ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ନାଁରେ ଏଫଆଇଆର

ଝାରସୁଗୁଡ଼ା: ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକ ସନ୍ଦୀପ ତିୱାରୀଙ୍କ ନାଁରେ ଅଭିଯୋଗ। ଏୟାରପୋର୍ଟ କର୍ମଚାରୀଙ୍କୁ ଗାଳିଗୁଲଜ, ମାଡ଼, ଜାତିଆଣ ଆକ୍ଷେପ ଅଭିଯୋଗ। କର୍ମଚାରୀ ସଂଘ ସଭାପତି ସନ୍ଦୀପ ମିଞ୍ଜଙ୍କୁ ମାଡ଼, ଗାଳି, ଜାତିଆଣ ଆକ୍ଷେପ। ବିମାନବନ୍ଦର ଥାନାରେ ଲିଖିତ ଅଭିଯୋଗ କଲେ ସଂଘ କର୍ମକର୍ତ୍ତା। ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking