33.1 C
Bhubaneswar
Friday, April 26, 2024
Homeଓଡିଶାଏଏସଆଇ ଅଧୀକ୍ଷକ ଙ୍କ ନାଁ ରେ ଏତଲା

ଏଏସଆଇ ଅଧୀକ୍ଷକ ଙ୍କ ନାଁ ରେ ଏତଲା

ପୁରୀ : ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ ଖନନ ମାମଲା । ପ୍ରତ୍ନତତ୍ତ୍ୱ ବିଭାଗ ଆଧୀକ୍ଷକଙ୍କ ନାଁ ରେ ଲିଙ୍ଗରାଜ ଥାନା ରେ ଏତଲା । କର୍ତ୍ତବ୍ୟ ରେ ତ୍ରୁଟି ଅଭିଯୋଗ କରି ଏତଲା କଲା ଜଗନ୍ନାଥ ସେନା । ବିନା ଅନୁମତି ରେ କିଭଳି ଶ୍ରୀ ମନ୍ଦିର ଚତୁଃପାଶ୍ୱର୍ ଖନନ ହେଲା ବୋଲି ପ୍ରଶ୍ନ । କଣ ପାଇଁ ପ୍ରତ୍ମତତ୍ତ୍ୱ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ପ୍ରଶ୍ନ କଲା । କର୍ତ୍ତବ୍ୟ ତୁଲାଇ ନ ଥିବାରୁ ଅଧୀକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦାବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking