30.1 C
Bhubaneswar
Monday, September 14, 2026
Homeଓଡିଶାନୂଆଁଖାଇ ପାଇଁ ଉତ୍ସବମୁଖର ପରିବେଶ

ନୂଆଁଖାଇ ପାଇଁ ଉତ୍ସବମୁଖର ପରିବେଶ

ସମ୍ବଲପୁର: ଆଉ ମାତ୍ର ଦିନକର ଅପେକ୍ଷା । ଧୂମଧାମରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ କରିବା ପାଇଁ ପଶ୍ଚିମ ଓଡିଶାରେ ଘରେ ଘରେ ଏବେ ଉତ୍ସାହର ମାହୋଲ । ଉତ୍ସବ ପାଇଁ ଗାଁରୁ ସହର ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପର୍ବକୁ ଆଡମ୍ବର ସହ ପାଳିବା ପାଇଁ ଲୋକମାନେ ବଜାରରେ ବିଭିନ୍ନ ସାମଗ୍ରୀ, ନୂଆ ପୋଷାକ ଓ ପୂଜା ଉପକରଣ କିଣାକିଣିରେ ବ୍ୟସ୍ତ ରହିଛନ୍ତି । ପରମ୍ପରା ଅନୁଯାୟୀ, ମଙ୍ଗଳବାର ନିର୍ଦ୍ଧାରିତ ଶୁଭ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯିବ । ଏହାପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରିବେ ଏବଂ ବରିଷ୍ଠ ଆଶୀର୍ବାଦ ନେଇ ନୂଆଁଖାଇ ଜୁହାର ଆଦାନ ପ୍ରଦାନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking