29.4 C
Bhubaneswar
Monday, May 19, 2025
Homeକରୋନାକମିବନି ବିମାନ ଭଡା: ଘରୋଇ ବିମାନ ଭଡ଼ା ବଢାଇଲେ କେନ୍ଦ୍ରସରକାର

କମିବନି ବିମାନ ଭଡା: ଘରୋଇ ବିମାନ ଭଡ଼ା ବଢାଇଲେ କେନ୍ଦ୍ରସରକାର

କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ବିମାନ ସେବା ଭଡାର ଉପସ୍ଥିତ ବ୍ୟବସ୍ଥା ଆହୁରି ୩ ମାସ ପାଇଁ ପାଇଁ ବଢ଼ାଇ ଦେଇଛନ୍ତି | ଏହି ବ୍ୟବସ୍ଥା ନଭେମ୍ବର ୨୪ ତାରିଖ ମଧ୍ୟ ରାତ୍ରି ଯାଏଁ ଜାରି ରହିବ |
କରୋନା ମହାମାରୀ ଯୋଗୁଁ ଅନେକ ରାଜ୍ୟ ପୁଣିଥରେ ଆଂଶିକ ଲକଡାଉନ ବଢ଼ାଇଛନ୍ତି | ଏହିଭଳି ପରିସ୍ଥିତିରେ ସେହି ସବୁ ରାଜ୍ୟକୁ ଅଧିକ ସଂଖ୍ୟକ ଯାତ୍ରୀ ଯିବା ଆସିବା ନ କରିବାରୁ ଏବଂ ଅନେକ ସ୍ଥାନରେ ଲକଡାଉନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ସରକାର ବର୍ତ୍ତମାନ ବିମାନ ଭଡା କମ କରିବାକୁ ଚାହୁଁ ନାହାନ୍ତି | ସରକାର କହିଛନ୍ତି, ଯଦି ଆବଶ୍ୟକ ପଡେ ତାହେଲେ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ |
ନାଗରିକ ଉନ୍ନୟନ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି କହିଛନ୍ତି ଯେ କେବଳ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ହିଁ ଏୟାରଲାଇନ୍ସ ବିମାନ ସେବା ପରିଚାଳନା ବଢ଼ାଇ ପାରିବେ | ବର୍ତ୍ତମାନ ଦେଶରେ ମୋଟ କ୍ଷମତାର ୩୩ ପ୍ରତିଶତ ବିମାନ ପରିଚାଳନା ହେଉଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking