28.1 C
Bhubaneswar
Tuesday, June 28, 2022
Homeଓଡିଶାସୁର ଙ୍କ ବିରୋଧରେ ମାମଲା

ସୁର ଙ୍କ ବିରୋଧରେ ମାମଲା

ଭୁବନେଶ୍ଵର: କଂଗ୍ରେସ ଭବନରେ ଭୋଜିଭାତ କରିବା ମହଙ୍ଗା ପଡ଼ିଛି । ଭୋଜିଭାତ କରିବା ପ୍ରସଙ୍ଗରେ ଆଜି ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ସତର୍କତା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିଜଆଡ଼ୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ବୁଧବାର ଦିନ କଂଗ୍ରେସ ଭବନରେ ଭୋଜିଭାତ ହୋଇଥିବା ନେଇ ସୂଚନା ରହିଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking