32.1 C
Bhubaneswar
Monday, May 20, 2024
Homeଓଡିଶାଫେବୃଆରୀ ୨୦ରୁ ଦଶମ ବୋର୍ଡ ପରୀକ୍ଷା

ଫେବୃଆରୀ ୨୦ରୁ ଦଶମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ଫେବୃଆରୀ ୨୦ରୁ ଦଶମ ବୋର୍ଡ ପରୀକ୍ଷା । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା । ୨୦ରେ ଓଡ଼ିଆ, ୨୩ରେ ଇଂଗ୍ରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ।
୨୮୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାର୍ଚ୍ଚ ୧୫ରୁ ମାଟ୍ରିକ୍ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି ।

ଚୌକି ଗୋଦାମରେ ଜିଏସ୍‌ଟି ଚଢ଼ଉ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking