26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନିଦ ଖରାପ କରିବାରୁ ୧୮ ମାସର ପୁଅକୁ ମାରିଦେଲା ବାପା

ନିଦ ଖରାପ କରିବାରୁ ୧୮ ମାସର ପୁଅକୁ ମାରିଦେଲା ବାପା

ନୂଆଦିଲ୍ଲୀ : ସନ୍ତାନ ପାଇଁ ବାପା ମା‘ କେତେ ସ୍ୱପ୍ନ ଦେଖିଥାନ୍ତି । କେତେ ଓଷା ବ୍ରତ କରିଥାନ୍ତି ପୁଅଟିଏ ପାଇବା ପାଇଁ । ସନ୍ତାନର ସବୁ ଅଳି ଅର୍ଦ୍ଦଳୀ ସହିଥାନ୍ତି ବାପା ମା‘ । ହେଲେ ସାମାନ୍ୟ ପୁଅର କାନ୍ଦିବା ପାଇଁ ପାଷାଣ୍ଡ ବାପା ମାରିଦେଲା ମାତ୍ର ୧୮ ମାସର ପୁଅକୁ । ଏମିତି ଘଟଣା ଦେଖିବାକୁ ମିଳିଛି ହରିଆଣା ଫରିଦାବାଦର ରାଜୀବ ନଗର ଅଞ୍ଚଳରେ । ନିଦ ଖରାପ ହେବାରୁ ୧୮ମାସର ପୁଅକୁ ହତ୍ୟା କରିବାକୁ ପଛାଇ ନାହିଁ ବାପା । ତାହା ପୁଣି ଦିନରେ। ଛୁଆକୁ ବାପା ପାଖରେ ଛାଡ଼ିଦେଇ ରାଖି ବାନ୍ଧିବାକୁ ଯାଇଥିଲେ ମାଆ। ଫେରିବା ବେଳକୁ ପୁଅ ନଥିଲା। ପୁଅ କାନ୍ଦିବାରୁ ରାଗରେ ମାରିଦେଇଥିଲା ବାପା । ଘଟଣା ଘଟିଛି ହରିଆଣା ଫରିଦାବାଦର ରାଜୀବ ନଗର ଅଞ୍ଚଳରେ । ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking