Homeଓଡିଶାକରେଣ୍ଟ ଲାଗି ଚାଷୀ ମୃତ ଓଡିଶାଭଦ୍ରକ କରେଣ୍ଟ ଲାଗି ଚାଷୀ ମୃତ By Ona Khabara 19/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଚାଷ ଜମିରେ କରେଣ୍ଟ ଲାଗି ଚାଷୀ ମୃତ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋରୁଆ ଗାଁ ରେ । ଗୋରୁଙ୍କ ପାଇଁ ଚାଷ ଜମିରେ କରେଣ୍ଟ ଲଗାଇଥିଲେ ଜମି ମାଲିକ। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଜମି ମାଲିକକୁ ପୋଲିସ ଅଟକ ରଖିଥିବା ନେଇ ସୂଚନା ରହିଛି । Share FacebookTwitterPinterestWhatsAppLinkedinReddItTelegram Previous article୬ ମାସର ପୁଅକୁ ମାରି ପୋତିଲେ ବାପା, ମାNext articleଓଡ଼ିଶା ଆସିବେ ରାଷ୍ଟ୍ରପତି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଦକ୍ଷିଣ କୋରିଆର ସୁପରମାର୍କେଟ୍ର ଛାତ ଭୁଶୁଡ଼ି ୩୮ ଆହତ ଓଡିଶା ଅଣଛାତ୍ର କ୍ୟାମ୍ପସରୁ ବାହାରି ଯାଆନ୍ତୁ: ସିପି ଓଡିଶା ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ନିଲମ୍ବିତ ଦେଶ ବିଦେଶ ମେକ୍ସିକୋ ଜେଲ୍ରେ ଭୀଷଣ ଦଙ୍ଗା: ୧୦ ମୃତ, ୧୬ ଆହତ