Homeଓଡିଶାକରେଣ୍ଟ ଲାଗି ଚାଷୀ ମୃତ ଓଡିଶାଭଦ୍ରକ କରେଣ୍ଟ ଲାଗି ଚାଷୀ ମୃତ By Ona Khabara 19/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଚାଷ ଜମିରେ କରେଣ୍ଟ ଲାଗି ଚାଷୀ ମୃତ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋରୁଆ ଗାଁ ରେ । ଗୋରୁଙ୍କ ପାଇଁ ଚାଷ ଜମିରେ କରେଣ୍ଟ ଲଗାଇଥିଲେ ଜମି ମାଲିକ। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଜମି ମାଲିକକୁ ପୋଲିସ ଅଟକ ରଖିଥିବା ନେଇ ସୂଚନା ରହିଛି । Share FacebookTwitterPinterestWhatsAppLinkedinReddItTelegram Previous article୬ ମାସର ପୁଅକୁ ମାରି ପୋତିଲେ ବାପା, ମାNext articleଓଡ଼ିଶା ଆସିବେ ରାଷ୍ଟ୍ରପତି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଘନ କୁହୁଡ଼ି: ବିମାନ ସେବା ପ୍ରଭାବିତ, ୬୦ରୁ ଅଧିକ ଟ୍ରେନ୍ ବିଳମ୍ବ ଦେଶ ବିଦେଶ କଠୋର ହେଲା ୟୁସିସି ନିୟମ: ପରିଚୟ ଲୁଚାଇ ବିବାହ କଲେ ଦିଆଯିବ କଠୋର ଦଣ୍ଡ ଦେଶ ବିଦେଶ ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଦେଶ ବିଦେଶ ଖେଲୋ ଇଣ୍ଡିଆ ମିସନରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ