ଯାଜପୁର : ହାତୀ ଆକ୍ରମଣ ମୃତ୍ୟୁ ବାରଣ କରିବା ପରିବାରକୁ କ୍ଷତି ପୂରଣ ସହାୟତା ରାଶି ଓ ଅନାନ୍ୟ ଯୋଜନା ରେ ସୁବିଧା ଦେବା ପାଇଁ ସରକାରୀ ନିୟମ ରହିଛି ଚିନ୍ତା ମଣି ରାମ ଚାରି ବର୍ଷ ତେଳେହାତୀ ଆକ୍ରମଣ ରେ ମୃତ୍ୟୁ ବାରଣ କରି ଥିଲେ ଏ ଯାଏ ତା ପରିବାର କୁ ସାୟତ ରାଶି ଓ ଆବାସ ଯୋଜନା ଗୃହ ଯୋଗାଇ ଦେବା ଦୂର କଥା ତା ପ୍ରତି ବିଧାୟକ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଆଡ ଆଖି ରେ ନ ଚାହିଁବା ସରକାର ଙ୍କ ଯୋଜନା କେବଳ ପାଣି ର ଗାଡ଼ ସଦୁସ୍ୟ ହୋଇଛି l ବିଧାୟକ ଙ୍କ ପ୍ରତିଶୃତି କେବଳ କଥା ରେ ରହିଯାଇଛି ବିଧାୟକ ନିଜେ ଶବ ଶୋଭା ଯାତ୍ରା ରେ ସାମିଲ ହୋଇ ଥିଲେ ଆବାସ ଯୋଜନା ରେ ଘର ଓ କ୍ଷତି ପୂରଣ ଦେବା ପାଇଁ ବିଧାୟକ ଅଶୋକ ବଳ ସର୍ବ ସାଧାରଣ ରେ ଘୋଷଣା କରି ଥିଲେ l କିନ୍ତୁ ଘୋଷଣା ଲୋକ ଦେଖାଣିଆ ଥିଲା କୋରେଇ ବ୍ଲକ ର ଖମଣ ଗ୍ରାମ ପଂଚାୟତ ର ଗୋଡି ପାଟଣା ଗ୍ରାମର ଚିନ୍ତା ମଣି ଗୁଗୁନି ବ୍ୟବସାହ କରି ଘରକୁ ଫେରୁ ଥିବା ସମୟ ରେ ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରି ଥିଲା ତାର ଜମି ବାଡ଼ି ନାହିଁ ଗୁଗୁନି ବ୍ୟବସାହ କରି କୁଟୁମ୍ବ ପତି ପୋଷଣ କରୁ ଥିଲା ଆବାସ ପାଇଁ ବିଧାୟକ ନିକଟ କୁ ଗାଡି ଖର୍ଚ୍ଚ କରି ଯାଇ ଯାଇ ଶେଷରେ ଭାଗ୍ୟ କୁ ଆଦରି ବସିଛି କେବଳ ପ୍ରତି ଶ୍ରୁତି ମୁଳୁଛି l