28.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶମୋଦୀ  ହୈ ତୋ ମୁମକିନ ହୈ- ଫଡନାଭିସ 

ମୋଦୀ  ହୈ ତୋ ମୁମକିନ ହୈ- ଫଡନାଭିସ 

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଏନଡିଏ ମେଣ୍ଟ  ବାଜିମାତ ମାରିଛି । ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି ବିଜେପି  ଏନଡିଏ ମେଣ୍ଟ ଫଡନଭିସଙ୍କ ଯେଉଁ ନାରା ଥିଲା  ଏକ ହୈ ତୋ ସେଫ ହୈ ମୋଦୀ  ହୈ ତୋ ମୁମକିନ ହୈ,  ମହାରାଷ୍ଟ୍ର ନିର୍ବାଚନର ଏହି ଫଳାଫଳ ପରେ ଏହା କହୁଛନ୍ତି, ଦେବେନ୍ଦ୍ର ଫଡନଭିସ ।  ମହାରାଷ୍ଟ୍ର ରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ମହାରାଷ୍ଟ୍ରରେ  ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ଅଧିକ ଭୋଟ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking