31.1 C
Bhubaneswar
Wednesday, April 29, 2026
Homeଓଡିଶାଦେଶୀ ମଦ ଭାଟିରେ ପୁଣି ଅବକାରୀ ବିଭାଗର ଚଢାଉ

ଦେଶୀ ମଦ ଭାଟିରେ ପୁଣି ଅବକାରୀ ବିଭାଗର ଚଢାଉ

ଭୁବନେଶ୍ବର: ପୁଣି ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ସିକ୍ରେଟ ଚାମ୍ବର ଭିତରେ ଦେଶୀ ମଦ କାରଖାନା ଠାବ କରିଛି। ସାଲିଆସାହି ବୀରବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ। ପୂର୍ବରୁ ସାଲିଆସାହି ବୀରବାସା ବସ୍ତିରେ ଏକ ବେଡ଼ରୁମ ଭିତରେ ଥିବା ଏକ ମହୁଲି ମଦ ଭାଟି ଠିକଣା ଉପରେ ଚଢାଉ କରିଥଲା। ଏହାକୁ କରିଥିବା BMCରେ କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରିଥିଲା ଅବକାରୀ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking