22.1 C
Bhubaneswar
Friday, November 7, 2025
Homeଓଡିଶାରାଜ୍ୟରୁ ବିଦାୟ ନେଉଛି ମୌସୁମୀ

ରାଜ୍ୟରୁ ବିଦାୟ ନେଉଛି ମୌସୁମୀ

ଭୁବନେଶ୍ୱର: ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି । ମୟୂରଭଞ୍ଜ , କେନ୍ଦୁଝର, ଝାରସୁଗୁଡା,କେନ୍ଦୁଝର, ସମ୍ବଲପୁର, ଓ ସୁନ୍ଦରଗଡର କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପୂର୍ବାନୁମାନକରିଛି ପାଣିପାଗ ବିଭାଗ । ସେପଟେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଲା ଆଂଚଳିକ ପାଣିପାଗ ବିଭାଗ  । ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କତା ଜାରି କରିଛି ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking