28.3 C
Bhubaneswar
Monday, May 19, 2025
Homeଦେଶ ବିଦେଶଚେନ୍ନାଇରେ ସବୁ ବନ୍ଦ

ଚେନ୍ନାଇରେ ସବୁ ବନ୍ଦ

ଚେନ୍ନାଇ: ବାତ୍ୟା ମିଗେଜୋମ୍ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି । ପ୍ରବଳ ବର୍ଷା ଯୋଗୁଁ ପାଣି ଜମିବାରୁ ଜନଜୀବନ ଅନ୍ତବ୍ୟସ୍ତ ହୋଇପଡିଛି । ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ ଅଫିସ ବନ୍ଦ ଘୋଷଣା ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking