34.8 C
Bhubaneswar
Wednesday, June 24, 2026
Homeଓଡିଶାପାଠ୍ୟ ପୁସ୍ତକରେ ତ୍ରୁଟି: ଏସସିଇଆରଟିରେ ତଦନ୍ତକାରୀ ଟିମ

ପାଠ୍ୟ ପୁସ୍ତକରେ ତ୍ରୁଟି: ଏସସିଇଆରଟିରେ ତଦନ୍ତକାରୀ ଟିମ

ଭୁବନେଶ୍ବର: ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ଆଜି ସନ୍ଧ୍ୟା ସୁଦ୍ଧା ନିଆଯିବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ତଦନ୍ତକାରୀ କମିଟି।SCERT କାର୍ଯ୍ୟାଳୟରୁ ବାହାରିଲେ ତଦନ୍ତକାରୀ ଟିମ୍ । SCERT କାର୍ଯ୍ୟାଳୟରେ ଘାଣ୍ଟିଛି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ତଦନ୍ତ କମିଟି। ଆଜି ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।SCERT ଅଫିସ ରେ ପହଁଚି ଛାନଭିନ୍ ଚଳାଇଥିଲେ ତଦନ୍ତ କମିଟି ସଦସ୍ୟ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚବ ତଥା ତଦନ୍ତ କମିଟି ସଦସ୍ୟ ବିଜୟ କେତନ ଉପାଧ୍ୟାୟ, ଗଣ ଶିକ୍ଷା ସଚିବ ତିରୁମଲା ନାୟକଙ୍କ ସହ ଯୋଜନା ଓ ସଂଯୋଜନା ବିଭାଗ ଅଧିକରୀ ପହଂଚି ଛାଭଭିନ୍ କରିଛନ୍ତି। ବହି ଭୁଲର କାରଣ ଖୋଜିଛନ୍ତି ଟିମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking