29.1 C
Bhubaneswar
Sunday, May 19, 2024
Homeଖେଳତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ

ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ ଟିମ ଲଡସରେ ମିଳିଥିବା ପରାଜୟର ବଦଲା ଲିଡସକୁ ନେଇଛି । ହେଡିଙ୍ଗଲେର ଲିଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ଶୋଚନୀୟ ଭାବରେ ପରାଜୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଡଂ ପାଇଁ ଓହ୍ଲାଇଥିବା ଟିମ ଇଣ୍ଡିଆ ପ୍ରଥମ ପାଳିରେ କେବଳ ୭୮ ରନ ବନାଇଥିଲା । ଏହାପରେ ଇଂଲଣ୍ଡ ନିଜ ବ୍ୟାଟିଂର  ଚମତ୍କାର ପ୍ରଦର୍ଶନ କରି ନିଜର ପ୍ରଥମ ପାଳିରେ ୪୩୨ ରନ ବନାଇ ୩୫୪ର ବିଶାଳ ରନ ହାସଲ କରିଥିଲା । ଏହାର ଜବାବରେ ତୃତୀୟ ଦିନ ଫାଇଟ ବ୍ୟାକ କରିବାକୁ ଥିବା ଟିମ ଇଣ୍ଡିଆ ୪ର୍ଥ ଦିନରେ କେବଳ ୨୭୮ ରନରେ ଅଟକି ଯାଇଥିଲା । ଏହାସହିତ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ବରାବର କରିନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking