40.7 C
Bhubaneswar
Tuesday, June 9, 2026
Homeଓଡିଶାପୁରୀ ଅଠରନଳା ନିକଟରେ ଜବରଦଖଲ ଉଚ୍ଛେଦ

ପୁରୀ ଅଠରନଳା ନିକଟରେ ଜବରଦଖଲ ଉଚ୍ଛେଦ

ପୁରୀ: ପୁରୀ ଅଠରନଳା ନିକଟରେ ଜବରଦଖଲ ଉଚ୍ଛେଦ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଅଠରନଳା ନିକଟରେ ଆଜି ପୁନର୍ବାର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବାଟଗାଁ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ଏହି ଉଚ୍ଛେଦ ଅଭିଯାନ ଚାଲିଛି । ମାଜିଷ୍ଟ୍ରେଟଙ୍କ ସହ ୧ ପ୍ଲାଟୁନ ପୁଲିସ୍ ଫୋର୍ସ, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି । ପ୍ରଶାସନର ଉଚ୍ଛେଦ ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking