36.7 C
Bhubaneswar
Friday, April 17, 2026
Homeଓଡିଶାଭରତପୁର ଶ୍ୟାମପୁରରେ ଜବରଦଖଲ ଉଚ୍ଛେଦ

ଭରତପୁର ଶ୍ୟାମପୁରରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ବଡ ଧରଣର ଜବରଦଖଲ ଉଚ୍ଛେଦ ଚାଲିଛି । ବିଡିଏ ପକ୍ଷରୁ ଏହା ହେଉଛି ସବୁଠାରୁ ବଡ ଜବରଦଖଲ ଉଚ୍ଛେଦ । ପ୍ରାୟ ୬୮ ଏକର ଜମି ଜବରଦଖଲ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୦ରୁ ଅଧିକ ପୋଲିସ ଅଫିସର ମୁତୟନ ହୋଇଛନ୍ତି । ବିଡିଏର ୧୫୦ ଜଣିଆ ଟିମ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୦ଟି ଜେସିବି ଉଚ୍ଛେଦ କାର୍ଯ୍ୟରେ ଲାଗିଛନ୍ତି । ଏହି ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking