27.1 C
Bhubaneswar
Saturday, October 19, 2024
Homeଓଡିଶାଶିକ୍ଷା କ୍ଷେତ୍ରରେ ଏମର୍ଜେନ୍ସି ପରିସ୍ଥିତି : ଶରତ

ଶିକ୍ଷା କ୍ଷେତ୍ରରେ ଏମର୍ଜେନ୍ସି ପରିସ୍ଥିତି : ଶରତ

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା | ଶିକ୍ଷା କ୍ଷେତ୍ରରେ ବର୍ତ୍ତନମାନ ଏମର୍ଜେନ୍ସି ପରିସ୍ଥିତି ସୃଷ୍ଟି ହୋଇଛି |ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଲକ୍ଷ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି | ସ୍କୁଲ ନଯାଇ ଶିକ୍ଷକ ମାନେ ଧାରଣାରେ ବସି ରହିଛନ୍ତି | ଶିକ୍ଷା କ୍ଷେତ୍ରରେ କଣ ହେଉଛି , ସରକାର ବି ଜାଣିପାରୁନାହାନ୍ତି | ଏହା ଓଡିଶା ପାଇଁ ଦୁର୍ଭାଗ୍ୟ , ଏମିତ ହେଲେ ଓଡିଶା ବଢିବ କେମିତି | ଆନ୍ଦୋଳନରତ ଶିକ୍ଷକ ମାନଙ୍କୁ ୫ଟି ସଚିବ ଭେଟୁ ନାହାନ୍ତି କାହିଁକି | କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ , ଘରେ ଘରେ ଜାଗରଣ ସୃଷ୍ଟି କରିବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking