29.1 C
Bhubaneswar
Wednesday, October 14, 2026
Homeଓଡିଶାକଲେଜ ଛାତ୍ର ସଂସଦ ନିର୍ବାଚନ: ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର

କଲେଜ ଛାତ୍ର ସଂସଦ ନିର୍ବାଚନ: ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର

ଭଦ୍ରକ: ଭଦ୍ରକ କଲେଜ ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ଥିଲା ମୁଁ କାହିଁକି ପ୍ରାର୍ଥୀ ହେଲି ମିଟିଂ। ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ଓ ବି ସି ଜେ ଡି ଛାତ୍ର ସଂଗଠନ ଏଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ଆଜିର ଏହି ମିଟିଂ ପାଇଁ କଲେଜ ପରିସରରେ ବିଭିନ୍ନ ଛାତ୍ର ସଂଗଠନର ବିଶାଳ ଶୋଭାଯାତ୍ରା  ସହର ପରିକ୍ରମା କରିବା ପରେ କଲେଜ ପରିସରକୁ ପ୍ରବେଶ କରୁଥିଲା ।ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ପ୍ରାର୍ଥୀଙ୍କ ପାଇଁ  ଅଧିକ ଚଳଚଞ୍ଚଳ ହୋଇଛି କଲେଜ୍ ପରିସର। ଆସନ୍ତାକାଲି କଲେଜ ଛାତ୍ର ସଂସଦ ନିର୍ବାଚନ। ଏଥିରେ କିଏ ବିଜୟୀ ହେଉଛନ୍ତି, ତାହା ଉପରେ ରହିଛି ନଜର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking