29.1 C
Bhubaneswar
Wednesday, October 14, 2026
Homeଓଡିଶାନବୀନ ପଟ୍ଟନାୟକଙ୍କୁ ବିଜେପିର ଟାର୍ଗେଟ୍

ନବୀନ ପଟ୍ଟନାୟକଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ବର: ନିଜର ପୂର୍ବ କର୍ମର ସମୀକ୍ଷା ନ କରି ମନ୍ତବ୍ୟ ଦେଉଛନ୍ତି ନବୀନ ପଟ୍ଟନାୟକ। ଏବେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାରରେ ରହିଛି। ଲୋକେ ତାଙ୍କୁ କାହିଁକି ପ୍ରତ୍ୟାଖ୍ୟାନ କଲେ ସେକଥା ନଭାବି କି ସମୀକ୍ଷା କରି ବିଜେପି ବିରୁଦ୍ଧରେ ଅମୂଳକ କଥା କହୁଛନ୍ତି ନବୀନ। ଆଜି ଏଭଳି ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking