27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୂକମ୍ପରେ ଥରିଲା ମେଘାଳୟ

ଭୂକମ୍ପରେ ଥରିଲା ମେଘାଳୟ

ନୂଆଦିଲ୍ଲୀ: ହଠାତ୍ ଥରିଲା ମେଘାଳ । ମେଘାଳ ଗାରୋହ୍ୱିଲ୍ସରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ଥିବାବେଳେ ଏନେଇ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । ତେବେ ହଠାତ୍ ଭୟଙ୍କର ଶବ୍ଦ ସାଙ୍ଗକୁ ଥରି ଉଠିଥିଲା ବୋଲି ଲୋକେ ଭୂୟଭିତ ହୋଇପଡିଥିଲେ । ସମସ୍ତେ ନିଜ ନିଜ ଘରୁ ପଦାକୁ ବାହାରି ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking