29.1 C
Bhubaneswar
Monday, June 24, 2024
Homeଖେଳଲଙ୍ଗ ଜମ୍ପରେ ରୌପ୍ୟ

ଲଙ୍ଗ ଜମ୍ପରେ ରୌପ୍ୟ

ନୂଆଦିଲ୍ଲୀ: ଏସୀୟ କ୍ରୀଡା ମହିଳା ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି । ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଆନ୍ସି ସୋଜନ । ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ଜିତିଛନ୍ତି ରୌପ୍ୟ ପଦକ । ଏଥି ସହିତ ଭାରତ ତାର ସଫଳତା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking