30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପାକିସ୍ତାନରେ ଭୟଙ୍କର ଭୂମିକମ୍ପ, ୨୦ରୁ ଉର୍ଦ୍ଧ୍ବ ମୃତ

ପାକିସ୍ତାନରେ ଭୟଙ୍କର ଭୂମିକମ୍ପ, ୨୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ଏଥିରେ ଘଟିଥିବା ଜଣାପଡ଼ିଛି । ତେବେ ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂକମ୍ପରେ ୨୦୦ରୁ ଅଧକ ଆହତ ହୋଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ନିଖୋଜ ହୋଇଯାଇଛନ୍ତି । ଆଜି ସକାଳ ସମୟରେ ଦକ୍ଷିଣ ପାକିସ୍ତାନର ଜିଆରତ ଠାରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking