33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଆସାମରେ ୩.୭ ତୀବ୍ରତାର ଭୂମିକମ୍ପ

ଆସାମରେ ୩.୭ ତୀବ୍ରତାର ଭୂମିକମ୍ପ

ଆସାମ : ଆଜି ସକାଳେ ଆସାମରେ ଭୂମିକମ୍ପ ଅନୁଭୁତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୧୦:୧୯ରେ ତେଜପୁର ଠାରୁ ୩୫ କିମି ଦୂରରେ ପଶ୍ଚିମ-ଦକ୍ଷିଣ କ୍ଷେତ୍ରରେ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରହିଛିି । ତେବେ ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂମିକମ୍ପ ଝଟକା ଅନୁଭୁତ ହେବା ପରେ ଲୋକେ ବାହାରକୁ ଚାଲିଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking