32.1 C
Bhubaneswar
Friday, May 3, 2024
Homeଓଡିଶାଆରମ୍ଭ ହେଲା ଇ-ପାଠଶାଳା, ଇ-ମୂଲ୍ୟାୟନ

ଆରମ୍ଭ ହେଲା ଇ-ପାଠଶାଳା, ଇ-ମୂଲ୍ୟାୟନ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଇ ପାଠଶାଳା ଓ ଇ-ମୂଲ୍ୟାୟନ । ପିଲାଙ୍କୁ ଅନଲାଇନରେ ପାଠପଢା ସହ ଅନଲାଇନରେ ହେବ ପରୀକ୍ଷା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ବ୍ୟବସ୍ଥା । ଡିଇଓ ସମ୍ମିଳନୀ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଅନ୍ୟପଟେ କରୋନା ସାମ୍ପଲ ଟେଷ୍ଟ ଡାଟା ଆଇସିଏମଆର ପୋର୍ଟାଲରେ ଅପଲୋଡ ପାଇଁ ଚିଠି ହୋଇଛି । କ୍ୟାପିଟାଲ ହସ୍ପିଟାଲ ସହ ସବୁ ଜିଲ୍ଲା ମେଡିକାଲକୁ ସ୍ୱାସ୍ଥ୍ୟ ବିଭାଗ ଚିଠି କରିଛି । ବାକିଆ ଟେଷ୍ଟ ଡାଟା ୨ ସପ୍ତାହ ମଧ୍ୟରେ ଅପଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ କରାଇଥିବା ଲାବୋରେଟୋରୀର ଲିଙ୍କ ମଧ୍ୟ ଅପଲୋଡ ପାଇଁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking