31.1 C
Bhubaneswar
Monday, May 13, 2024
Homeଓଡିଶାଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପର୍ବ ପାଳିତ

ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପର୍ବ ପାଳିତ

ଯାଜପୁର: ଆଜି ଯାଜପୁର ସହର ର ବିଭିନ୍ନ ପୂଜା ମଣ୍ଡପରେ ଆଜି ଦଶହରା ପର୍ବ ପାଳିତ ହେଉଛି। ବଡ଼ବଜାର, ହରପାର୍ବତୀ ଛକ ର ପୂଜା ମଣ୍ଡପ ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ମାଙ୍କୁ ଅପରାଜିତା ମନ୍ତ୍ର ରେ ପୂଜା କରାଯାଉଛି। ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ କୌଣସି ପ୍ରକାର ସାଜସଜା କରାଯାଇନାହିଁ। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପୂଜା ମଣ୍ଡପ ମାନେ ମାନି କରି ଚଳୁଛନ୍ତି । ଆସନ୍ତାକାଲି ଭଷାଣ ଉତ୍ସବ ଅନୁଷ୍ଠିତ ହେବ। ବୈତରଣୀ ନଦୀ ରେ ମୂର୍ତ୍ତି ଗୁଡିକ ବିସର୍ଜନ ହେବ। ଏଥିପାଇଁ କୌଣସି ବାଜା ବାଣ ର ବ୍ୟବହାର ହେବ ନାହିଁ ବୋଲି ଆୟୋଜକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking