କଟକ : ନକଲି ଔଷଧ ନେଇ ଥାନାରେ ଏତଲା । ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର । ଯାଉଁଳିଆପଟି ଅଂଚଳର ୨ ଡିଷ୍ଟ୍ରିବୟୁଟରଙ୍କ ନାଁରେ ଏତଲା । ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ । ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା । ଜଣେ ଗ୍ରାହକ ଅଭିଯୋଗ କଲେ ପରେ ରେଡ୍ ହୋଇଥିଲା ।କଟକ, ଭୁବନେଶ୍ୱର , ରାଉରକେଲାରେ ରେଡ୍ ହୋଇଥିଲା ।
ଆଜିଠୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇ-ଆଡମିସନ୍ ପାଇଁ ଆବେଦନ ପ୍ରକ୍ରିୟା