27.1 C
Bhubaneswar
Friday, May 1, 2026
Homeଓଡିଶାପଥୋତ୍ସବରେ ଦୁଲୁକିଲା ରାଜଧାନୀ

ପଥୋତ୍ସବରେ ଦୁଲୁକିଲା ରାଜଧାନୀ

ଭୁବନେଶ୍ୱର : ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ ।  ମାଷ୍ଟର କ୍ୟାଣ୍ଟିନଠାରୁ  ରାମ ମନ୍ଦିର ପଯ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର‌୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଜନପଥରେ ଆଜିଠାରୁ ପଥୋତ୍ସବ କାର‌୍ୟ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଥିବା ବେଳେ ସଂଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଉଦଘାଟନ କରାଯିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking