Homeଅପରାଧମା’କୁ ମାରିଦେଲା ମଦ୍ୟପ ପୁଅ ଅପରାଧଓଡିଶା ମା’କୁ ମାରିଦେଲା ମଦ୍ୟପ ପୁଅ By Ona Khabara 27/07/2024 Share FacebookTwitterPinterestWhatsAppLinkedinReddItTelegram ବଲାଙ୍ଗୀର : ସଇତାନ ପୁଅର ବର୍ବର କାଣ୍ଡ । ମଦ ବାରଣ କରିବାରୁ ବାପା- ମା’କୁ ଆକ୍ରମଣ କରିଥିଲା ପୁଅ । ବାପା- ମା’କୁ କାଠ ଫାଳିଆରେ ଆକ୍ରମଣ କରିଥିଲା ନୃଶସଂ ପୁଅ । ମଦ୍ୟପ ପୁଅର ଆକ୍ରମଣରେ ମା’ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ବାପାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । Share FacebookTwitterPinterestWhatsAppLinkedinReddItTelegram Previous articleଭାଲୁ ଆକ୍ରମଣରେ ମହିଳା ଗୁରୁତରNext articleପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ସିପେଟ ଓ ସିଟିଟିସି ପରିଦର୍ଶନ କଲେ ରାଜ୍ୟପାଳ ଓଡିଶା ରାଷ୍ଟ୍ରପତିଙ୍କ ଗସ୍ତରେ ବିଳମ୍ବ ଓଡିଶା ସରକାର ମିନାକ୍ଷୀ ନାଟରାଜନଙ୍କୁ ଭୟକରି ନାକଚ ଷଡଯନ୍ତ୍ର କରିଛି : ଭକ୍ତ ଓଡିଶା ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ