29.1 C
Bhubaneswar
Sunday, May 19, 2024
Homeଓଡିଶାବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୁଳିମାଡ

ବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୁଳିମାଡ

ସୁନ୍ଦରଗଡ: ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁଳିମାଡରେ ପିକଅପ୍ ଡ୍ରାଇଭର ଗୁରୁତର ହୋଇ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ପିକ୍‌ଅପ୍ ଡ୍ରାଇଭରଙ୍କ ବେକରେ ବାଜିଛି ଗୁଳି ଆଉ କେଉଁ କାରଣ ପାଇଁ ଗୁଳି ବିନିମୟ ହୋଇଛି ତାହା ଏବେ ଯାଏଁ କିଛି ସ୍ପଷ୍ଟ ଭାବେର ଜଣାପଡିନାହିଁ ।

ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking