29.1 C
Bhubaneswar
Sunday, May 19, 2024
Homeଓଡିଶାବସ୍ ଦୁର୍ଘଟଣା: ୫ ଆହତ

ବସ୍ ଦୁର୍ଘଟଣା: ୫ ଆହତ

କରଞ୍ଜିଆ : ଦୋକାନ ଉପରକୁ ମାଡ଼ିଗଲା ବସ୍‌। ଘଟଣାରେ ପାଞ୍ଚ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଠାକୁରମୁଣ୍ଡା କାଦଡିହା ଛକ ନିକଟରେ। ସୂଚନା ଅନୁଯାୟୀ, ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍ କରଞ୍ଜିଆରୁ ଠାକୁରମୁଣ୍ଡା ଯାଉଥିବା ବେଳେ କାଦଡିହା ଛକଠାରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡ଼ିଯାଇଛି। ଏଥିରେ ୫ ବସ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking