ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ବଡ଼ ବଡ଼ ପଦରେ ଏକାଧିକ ଓଡ଼ିଆ ଅବସ୍ଥାପିତ ହୋଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଡ. ଅଜିତ ମହାନ୍ତି ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସେକ୍ରେଟାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ମହାନ୍ତି ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗତ ୨୦୧୯ରୁ ଏହି ପଦ ସମ୍ଭାଳୁଛନ୍ତି ।
ପାଲଘର ଲିଞ୍ଚିଙ୍ଗ୍ ମାମଲା; ମହାରାଷ୍ଟ୍ର ସରକାରଙ୍କ ସିବିଆଇ ତଦନ୍ତ ନିଷ୍ପତ୍ତିକୁ ସୁପ୍ରିମ୍କୋର୍ଟଙ୍କ କ୍ଲିୟରାନ୍ସ