31.1 C
Bhubaneswar
Monday, June 17, 2024
Homeଖେଳଇତିହାସ ରଚିଲେ ଦିପା କର୍ମକାର

ଇତିହାସ ରଚିଲେ ଦିପା କର୍ମକାର

ନୂଆଦିଲ୍ଲୀ: ଇତିହାସ ରଚିଲେ ଦିପା କର୍ମକାର । ଷ୍ଟାର୍ ଇଣ୍ଡିଆନ୍ ଜିମ୍ନାଷ୍ଟ ଦିପା କର୍ମକାର ଏସିଆନ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ୨୦୨୪ ରେ ଏକ ଚମତ୍କାର ରେକର୍ଡ ହାସଲ କରିଛନ୍ତି । ଏବଂ ଏସୀୟ ଚାମ୍ପିଅନ୍ ହୋଇଥିବା ପ୍ରଥମ ଭାରତୀୟ ଜିମ୍ନାଷ୍ଟ ହୋଇଛନ୍ତି ।

କର୍ମକାର ମହିଳା ଭାଲ୍ଟରେ ହାରାହାରି ୧୩.୫୬୬ ସ୍କୋର ହାସଲ କରିଥିଲେ । ବାକୁ ଆପ୍ରାଟସ୍ ବିଶ୍ୱକପ୍ ୨୦୨୪ ରେ ମହିଳା ଭାଲ୍ଟ ଇଭେଣ୍ଟରେ ଦିପା କର୍ମକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ୨୦୨୪ ମସିହାରେ ଏସୀୟ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ସମୟରେ ଦିପା କର୍ମକାରଉଜ୍ଜ୍ୱଳ ରେକର୍ଡ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking