32.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିସିଲ୍ଡ ଟୀକା ନେବାପରେ ଚୁମ୍ବକ ପାଲଟିଲା ଶରୀର

କୋଭିସିଲ୍ଡ ଟୀକା ନେବାପରେ ଚୁମ୍ବକ ପାଲଟିଲା ଶରୀର

ଢେଙ୍କାନାଳ : କରୋନା ଟୀକା ନେବା ପରେ ଦେହରେ ସୃଷ୍ଟି ହେଉଛି ଅଦ୍ଭୁତ ଚୁମ୍ବକିୟ ଶକ୍ତି । ଆଉ ସେହି ଚୁମ୍ବକୀୟ ଶକ୍ତି ବଳରେ ଦେହରେ ଲାଗି ରହୁଛି ଗିନା, କଂସା, ବେଲା, ତାଟିଆ, ଚାମକ, ଚାବିକାଠି ଓ କିଛି କଏନ ଟଙ୍କା । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅଚଂଳର ଦକ୍ଷୀଣକାଳୀ ଅଚଂଳରେ ଦମ୍ପତି ରମେଶ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନି ଗିତାଞ୍ଜଳି ସାହୁ ଗତ ମେ ମାସ ୨୪ ତାରିଖରେ କୋଭିସିଲ୍ଡ୍ ଟୀକାର ପ୍ରଥମ ଡୋଜ୍ ନେଇଥିଲେ । ଆଉ ଏବେ ହଠାତ୍ ଉଭୟଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ଦେଖି ଉଭୟ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି । ଏହିଭଳି ଘଟଣା ପରେ ତାଙ୍କ ମନରେ ସାମାନ୍ୟ ଭୟ ସୃଷ୍ଟି ହେଉଛି ବୋଲି ପତ୍ନୀ ଗିତାଞ୍ଜଳି । ଏହି ଘଟଣା ପରେ ଦକ୍ଷିଣକାଳୀ ଅଚଂଳରେ ଚର୍ଚ୍ଚା ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking