28.9 C
Bhubaneswar
Monday, June 22, 2026
Homeଓଡିଶାଧର୍ମଶାଳା ଥାନା ରୁଦ୍ର ନାରାୟଣ ବେହେରାଙ୍କ ହତ୍ୟାକାଣ୍ଡ ଘଟଣା ରୋହିଜ୍ଞା ମାନଙ୍କର ହାତ ଥିବା ଅଭିଯୋଗ...

ଧର୍ମଶାଳା ଥାନା ରୁଦ୍ର ନାରାୟଣ ବେହେରାଙ୍କ ହତ୍ୟାକାଣ୍ଡ ଘଟଣା ରୋହିଜ୍ଞା ମାନଙ୍କର ହାତ ଥିବା ଅଭିଯୋଗ କରି ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ

ଯାଜପୁର : ଯାଜପୁର ଧର୍ମଶାଳା ଥାନା ରୁଦ୍ର ନାରାୟଣ ବେହେରା ଙ୍କ ହତ୍ୟାକାଣ୍ଡ ଘଟଣା ପଛରେ ଲଭ୍ ଜିହାଦ ରହିଛି। ତେଣୁ ତାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଶଗଡ଼ିଆ ନାଳ ରେ ଫିଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ କରି ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବାଦ ଓ ଧାରଣା ଦିଆଯାଇଛି। ଏହି ହତ୍ୟାକାଣ୍ଡ କୁ ଏକ ସପ୍ତାହ ବିତିବାକୁ ବସିଲାଣି,କିନ୍ତୁ ପୋଲିସ ଏହି ଘଟଣା ରେ ଚୁପ୍ ବସିଛି। ତେଣୁ ଏହି ଘଟଣାରେ ରୋହିଜ୍ଞା ମାନଙ୍କର ହାତ ଥିବା ଅଭିଯୋଗ କରି ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଇଛି। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking