20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶମହିଳା ସଂରକ୍ଷଣ ବିଲ୍‌କୁ ନେଇ ସଂସଦରେ ଚାଲିଛି ବିତର୍କ

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସଂସଦରେ ଚାଲିଛି ବିତର୍କ

ନୂଆଦିଲ୍ଳୀ : ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ସଂସଦ ଭବନରେ ଆଲୋଚା କରିଥିଲେ । ତେବେ ଏହି ବିଲ୍ ପାରିତ ହେଲେ ୩୩ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହେବ । ଅର୍ଥାତ୍ ଲୋକସଭାରେ ୧୮୧ଟିି ସିଟ୍‌୍ ମହିଳାଙ୍କ ସଂରକ୍ଷିିତ ରହିବ । ବର୍ତ୍ତମାନ ୮୨ଟି ସିଟ୍ ମହିଳାଙ୍କ ପାଇଁ ରହିଛି । ଅ୍ୟପଟେ ଏହି ବିଲ୍‌କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେଡି କହିଛି ଦଳ ଭିତ୍ତିରେ ପ୍ରଥମେ ଲୋକସଭାରେ ସଂରକ୍ଷର ଦେବା ସହ ମୁଖ୍ୟମନ୍ତ୍ରୀ ସର୍ବ ପ୍ରଥମେ ପପ୍ରସ୍ତାବ ଦେଇଥିବାରୁ ଏହା ଶ୍ରେୟ ନବୀନ ପଯ୍‌ଯନାୟକ ପାଇବା ଉଚିତ୍ ।

ବିିରୋଧୀଦଳରୁ ପକ୍ଷରୁ ମଧ୍ୟ ଏହି ନିଷ୍ପତ୍ତିକୁିୁ ସମର୍ଥନ ମିଳିଛି । କିନ୍ତୁ, ଏନେଇ ବିରୋଧୀଙ୍କ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରହିଛି । ଯାହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି । ଏେଇ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି ସିଧା ସଳଖ ଅଭିଯୋଗ ଉଠାଇଛନ୍ତି ଯେ, ମୋଦି ସରକାର ମହିଳାମାଙ୍କୁ ସଂରକ୍ଷର ଯୋଗାଇଦେବାକୁ ନୁହେଁ ବରଂ ସେମାନଙ୍କୁ ୍‌ଠିକିବା ପାଇଁ ଏହି ବିଲ୍ ଆଣିଛନ୍ତି । ଅନ୍ୟପଟେ ଏହି ବିଲ୍‌କୁ ନେଇ କଂଗ୍ରେସ ମଧ୍ୟ ସମର୍ଥନ ଜଣାଉଛି । ତେବେ ଏହି ବିଲୁ େଇ ଆଜି ସଂସଦରେ ବିର୍ତ ଚାଲିଛି । ବିତର୍କ ଆରମ୍ଭ କରିଛନ୍ତି ସୋନିଆ ଗାନ୍ଧୀ । ମହିଳା ସଂରକ୍ଷଣ ବିଲକୁ ପୂର୍ଣର୍ ସମର୍ଥନ କରୁଥିବା କହିଛନ୍ତି ସୋନିଆ ଗାନ୍ଧୀ । ଏପରିି ରାଜୀବଗାନ୍ଧୀ ପ୍ରଥମେ ଏହି ବିଲକୁ ଆଣିଥିଲେ । ଆଉ ଏହା ପାରିତ ହେଲେ ରାଜୀବଙ୍କ ସ୍ୱପ୍ନ ପୂରଣ ହେବ ବୋଲି ସୋନିଆ କହିଛନ୍ତି । ଏପରିକି ବିଲ୍‌ରେ ଓବିସି, ଏସି, ଏସଟି ବର୍ଗଙ୍କୁ ସାମିଲ କରାଯିବାକୁ କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking