33.1 C
Bhubaneswar
Friday, April 26, 2024
Homeଓଡିଶାଗର୍ଭପାତ ପରେ ମୃତ ଶିଶୁକୁ...

ଗର୍ଭପାତ ପରେ ମୃତ ଶିଶୁକୁ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ପଞ୍ଚାୟତ ସରମନ୍ତ ସାହାଡାବେଦୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ରାସ୍ତା କଡରେ ଏକ ସଦ୍ୟଜାତ ଶିଶୁର ମୃତଦେହ ପଡିଛି । ସଦ୍ୟଜାତ ମୃତ ଶିଶୁକୁ ରାସ୍ତାରେ ଫିଙ୍ଗିବା ଘଟଣାକୁ ନେଇ ସାଧାରଣରେ ନାନା ପ୍ରକାରର ଚର୍ଚ୍ଚା ହେଉଥିବାର ଜଣା ପଡିଛି ।
ଆଖପାଖରେ ଥିବା କ୍ୱାକ୍ ପାଖରେ ଗର୍ଭପାତ ପରେ କେହି ମୃତ ଶିଶୁକୁ ଫିଙ୍ଗି ଦେଇଥିବା ସଂନ୍ଦେହ କରାଯାଇଛି।ସକାଳୁ ଦୀର୍ଘ ଛଅ ଘଣ୍ଟା ଧରି ରାସ୍ତାରେ ମୃତ ଶିଶୁଟି ପଡିରହିଥିଲେ ମଧ୍ୟ କେହି ଏହାକୁ ଉଦ୍ଧାର କରିନାହାଁନ୍ତି।ଯାହା ଫଳରେ ମାନବିକତାକୁ ନେଇ ପ୍ରଶ୍ନ ଉଠିଛି।କିଏ କାହିଁକି ଏପରି ଲୋକଙ୍କ ଯିବା ଆସିବା ରାସ୍ତାରେ ମୃତଶିଶୁକୁ ଫିଙ୍ଗିଲା ତାହା ଏଯାଏ ଜଣା ପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking