ଭୁବନେଶ୍ୱର: ରେଞ୍ଜରଙ୍କୁ ଦଳିଦେଲା ହାତୀ ଆଉ ଏବେ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ସୂଚନା ରହିଛି । ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ରେଞ୍ଜରଙ୍କ ଆକ୍ରମଣ କଲା ଦନ୍ତା । ରାତିରେ ଦନ୍ତା ହାତୀ ଗାଁରେ ପଶିଥିବା ଲୋକେ ଜଣାଇଥିଲେ । ଘଉଡେଇବାକୁ ରେଞ୍ଜର ଉଦ୍ୟମ କଲା ବେଳେ ଆକ୍ରମଣର ଶିକାର ହୋଇଥିବା ଖବର କ୍ମ୍ାକୁ ଆସିଛି ।